Fundamental Administrative Terminology (English-Odia) (CSTT)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Abatement
ଛାଡ଼,ହ୍ରାସ,ଉପଶମନ
Abbreviation
ସଂକ୍ଷେପଣ, ସଂକ୍ଷିପ୍ତି
Abduction
ଅପହରଣ, ହରଣଚାଲ
Abeyance
ସ୍ଥଗିତ ଅବସ୍ଥା, ସ୍ଥଗନୟ
Ability
ସାମର୍ଥ୍ୟ, ଦକ୍ଷତା, ଯୋଗ୍ୟତା
Ab initio
ଆରମ୍ଭରୁ
Able
ସମର୍ଥ, କାର୍ଯ୍ୟକ୍ଷମ, ଦକ୍ଷ
Abnormal
ଅସ୍ୱାଭାବିକ
Abolition
ଉଚ୍ଛେଦିତ, ଲୋପକୃତ
Abolitionof post
ଉଚ୍ଛେଦିତ ପଦ
Above mentioned
ଉପରେ ଲିଖିତ
Above quoted
ଉପରେ ଉଦ୍ଦୃତ
Above said
ଉପରେ କଥିତ
Absence
ଅନୁପସ୍ଥିତି, ଅଭାବ, ଗର୍ହାଜିର
Absentee
ଅନୁପସ୍ଥତ ବ୍ୟକ୍ତି, ଅନ୍ୟତ୍ର ବାସୀ
Absenteeism
କାର୍ଯ୍ୟରୁ ଅନୁପସ୍ଥିତ ରହିବାର କୁ ଅଭ୍ୟାସ
Absentee statement
ଅନୁପସ୍ଥିତ ବ୍ୟକ୍ତିର ବିବୃତି
Absolute
ସଂପୂର୍ଣ୍ଣ, ଅନପେକ୍ଷିତ, ପରମ, ନିରଙ୍କୁଶ, ଅମିଶ୍ର, ନିର୍ଜଳ, ସ୍ୱତନ୍ତ୍ର, କାଏମ୍, ପକ୍କା
Absolute monopoly
ସପୂର୍ଣ୍ଣ ସ୍ୱଇଚ୍ଛା
Absolute ownership